ମୁଁ ଓଡ଼ିଆ

ଆପଣମାନଙ୍କୁ ଓଡ଼ିଆ ଭାଷା ଶିଖିବା ପାଇଁ ସ୍ୱାଗତ କରୁଛୁ I ଓ.ଭି.ଏ. ତରଫରୁ ‘ମୁଁ ଓଡ଼ିଆ’ ଆପ୍᠎᠎ ମାଧ୍ୟମରେ ଆପଣମାନଙ୍କ ଓଡ଼ିଆ ଶିକ୍ଷା ପାଇଁ ଏକ ପ୍ରୟାସ I ଆମର ମୂଳ ଲକ୍ଷ୍ୟ ହେଉଛି ଉଭୟ ଓଡ଼ିଶା ତଥା ବିଶ୍ଵବ୍ୟାପୀ ଓଡ଼ିଆ ସମାଜର ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଓଡ଼ିଆ ଭାଷାର ଶିକ୍ଷାକୁ ପ୍ରୋତ୍ସାହିତ କରିବା I ଆମର ପାଠ୍ୟକ୍ରମଟି ପ୍ରଥମରୁ ସପ୍ତମ ଶ୍ରେଣୀ ସାହିତ୍ୟ ବହିକୁ ଆଧାର କରି ପ୍ରସ୍ତୁତ କରାଯାଇଛି I ଏହି ପାଠ୍ୟକ୍ରମଟି ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ଦ୍ୱାରା ନିର୍ଦ୍ଧାରିତ କରାଯାଇଛି I

ଗୁରୁତ୍ୱପୂର୍ଣ୍ଣ ସଂଯୋଗ