ମୁଁ ଓଡ଼ିଆ

ଆପଣମାନଙ୍କୁ ଓଡ଼ିଆ ଭାଷା ଶିଖିବା ପାଇଁ ସ୍ୱାଗତ କରୁଛୁ I ଓ.ଭି.ଏ. ତରଫରୁ ‘ମୁଁ ଓଡ଼ିଆ’ ଆପ୍᠎᠎ ମାଧ୍ୟମରେ ଆପଣମାନଙ୍କ ଓଡ଼ିଆ ଶିକ୍ଷା ପାଇଁ ଏକ ପ୍ରୟାସ I ଆମର ମୂଳ ଲକ୍ଷ୍ୟ ହେଉଛି ଉଭୟ ଓଡିଶା ତଥା ବିଶ୍ଵବ୍ୟାପୀ ଓଡ଼ିଆ ସମାଜର ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଓଡିଆ ଭାଷାର ଶିକ୍ଷାକୁ ପ୍ରୋତ୍ସାହିତ କରିବା I ଆମର ପାଠ୍ୟକ୍ରମଟି ପ୍ରଥମରୁ ସପ୍ତମ ଶ୍ରେଣୀ ସାହିତ୍ୟ ବହିକୁ ଆଧାର କରି ପ୍ରସ୍ତୁତ କରାଯାଇଛି I ଯାହାକି ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ଦ୍ୱାରା ନିର୍ଦ୍ଧାରିତ କରାଯାଇଛି I

43 Students enrolled
Created by OKCL Team Last updated Mon, 29-Jan-2024 English

ପରୀକ୍ଷା (Examination)

ପରୀକ୍ଷା (Examination) ‘ମୁଁ ଓଡ଼ିଆ’ ପାଠ୍ୟକ୍ରମରେ ଥିବା ପ୍ରଥମ ଶ୍ରେଣୀ ରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଭିଡ଼ିଓ କଣ୍ଟେଣ୍ଟ, ପଠନ ବିଷୟବସ୍ତୁ, ଏବଂ କ୍ୱିଜ଼ (Quiz) ଭଲ ଭାବରେ ଅଭ୍ୟାସ କଲା ପରେ, ପରୀକ୍ଷା (Examination) ଦେବାକୁ ପଡେ I ଏହି ପରୀକ୍ଷା ମାଧ୍ୟମିକ ଶିକ୍ଷା ପରିଷଦ (Board of Secondary Education), ଓଡିଶା ଦ୍ୱାରା ପରିଚାଳିତ ହୁଏ I ଏଥିରେ କୃତକାର୍ଯ୍ୟ ହେଲେ ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ଆପଣଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯିବ I ପରୀକ୍ଷା (Examination) ଦେବା ପାଇଁ “Click here for exam” ରେ କ୍ଲିକ କରନ୍ତୁ I ଏଠାରେ "ମୁଁ ଓଡ଼ିଆ" ପାଠ୍ୟକ୍ରମର login ID ଏବଂ Password ବ୍ୟବହାର କରନ୍ତୁ I

43 Students enrolled
Created by OKCL Team Last updated Fri, 05-Jan-2024 English
What Will I Learn?

Courses
1 Lessons 00:15:00 Hours
Final Examination (ମୁଁ ଓଡ଼ିଆ)
1 Lessons 00:15:00 Hours
  • ପରୀକ୍ଷା (Final Examination) 0:15:00
Requirements
+ View more
Description

ପରୀକ୍ଷା (Examination)

+ View more
Other related courses
About the instructor
OKCL Team
  • 0 Reviews
  • 43 Students
  • 11 Courses
+ View more
test

test

Student feedback
0
Average rating
  • 0%
  • 0%
  • 0%
  • 0%
  • 0%
Reviews
ମୁଁ ଓଡ଼ିଆ ପାଠ୍ୟକ୍ରମ
Includes:
  • Full lifetime access
ପରୀକ୍ଷା (Examination)